ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଚେଲିଗଡା ଜଳସେଚନ ପ୍ରକଳ୍ପର ଟନେଲ୍ କାର୍ଯ୍ୟ ପରିଦର୍ଶନ.

ଗଜପତି : (19.04.2022)  ଶ୍ରୀମତି ଅନୁ ଗର୍ଗ, IAS, ଅତିରିକ୍ତ, ମୁଖ୍ୟ ସଚିବ ତଥା ଶ୍ରୀମତି ଆର୍ଚାନା ପଟ୍ଟନାୟକ, IAS, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଚେଲିଗଡା ଜଳସେ

ଚନ ପ୍ରକଳ୍ପର ଟନେଲ୍ କାର୍ଯ୍ୟ ପରିଦର୍ଶନ କରିଥିଲେ ଏବଂ ତଦାରଖ କରିଥିଲେ। ଡିଭିଜନ୍ ଅଫିସ୍ କ୍ୟାମ୍ପସରେ ପ୍ରୋଜେକ୍ଟ ପ୍ରଭାବିତ ବ୍ୟକ୍ତିଙ୍କ ଅଭିଯୋଗ ମଧ୍ୟ ଏସିଏସ୍ ମ୍ୟାଡାମ୍ ଶୁଣିଥିଲେ ଏବଂ DFO, ପାରାଲାଖେମୁଣ୍ଡି ସହିତ ଆଲୋଚନା କରିଥିଲେ | ପରିଦର୍ଶନ ସମୟରେ, ଉଭୟ EIC, WR, ଏବଂ EIC P&D, MD, OCCL, CE & BM, RVN Basin, Addl. CA, VN Basin, ADM, ରାଜସ୍ୱ ଏବଂ ଅନ୍ୟ ସମସ୍ତ ଫିଲ୍ଡ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ | CMO ଓଡିଶା ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ, ଓଡିଶା ଜଳ ସମ୍ପଦ ବିଭାଗ ଓଡିଶା ସରକାର |

Share this…
Share on Facebook

Facebook