ପର ଲୋକ ରେ ଭୁଗୋଳ ବିଭାଗ ର ମୁଖ୍ୟ ତଥା ପୁର୍ବତନ ଅଧ୍ୟକ୍ଷ ଶ୍ରୀ ଇନ୍ଦୁ ଭୂଷଣ ସାହୁ

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା, ଭୂଗୋଳ ବିଭାଗ ମୁଖ୍ୟ ଇନ୍ଦୁଭୂଷଣ ସାହୁ  ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବିଶ୍ଵାସ ବି ହେଉନି ଯେ, ସତରେ ସ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲେ ବୋଲି।  ଭୂଗୋଳର ପ୍ରତ୍ୟେକ ଚାପ୍ଟର କୁ ଅତି ସହଜ ରେ  ସରଳ ଭାଷାରେ ବୁଝେଇ ପାରୁଥିଲେ। ଷ୍ଟାଫ୍ ର ଅଭାବ ସତ୍ତ୍ୱେ ମଧ୍ୟ +୨ ସହିତ +୩ ର Geography Hons , Geography ପାସ୍ ର ସବୁ ପିରିୟଡ଼ କୁ  ଜଣେ ହିଁ ସମ୍ଭାଳି ନେଉଥିଲେ। SKCG AUTO COLLEGE ସାର୍ ଙ୍କୁ ସବୁ ଦିନ ପାଇଁ ସ୍ମରଣ କରିବ । ବୋଧେ ହୁଏ, ସାରଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହିଁ ।ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ। ଜୟ ଜଗନ୍ନାଥ,

Share this…
Share on Facebook

Facebook