ବାଲେଶ୍ବର ଜିଲ୍ଲା ସୋର ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଘାଟନ କରି ମୁଖ୍ୟ ଅତିଥିଭାବେ ମହାମିହିମ ରାଜ୍ୟପାଳ ଗଣେଶ ଲାଲ ଜି ଯୋଗ ଦେଇ ବ୍ୟକ୍ତବ୍ୟରେ ବିଜ୍ଞାନ ଯଦି ଏତେ ଉଚରେ ରହିଛି ପୃଥିବୀରେ ବିଧୂସ୍ୱ ସୃଷ୍ଟି ହେଉଛି କାହିଁକି l ୟୁକ୍ରେନ ଓ ରୁଷ ଯୁଦ୍ଧ ହେଉଥିଲା ବିଭୀଷିକା ଉପରେ ବକ୍ତବ୍ୟ ରଖିଥିଲେ l
ରୁଷ କିମ୍ବା ୟୁକ୍ରେନ ନୁହଁ ଭାରତରେ ମୋହବତ ଓ ପ୍ରେମର ରହିଛି l ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ l ଉତ୍ସବରେ ମୁଖ୍ୟବକ୍ତା କନ୍ଦମାଳ ସାଂସଦ କୀଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତର ଆରୋପ l ସଂମାନ ଅତିଥି ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ ଥିଲେ l ରିପୋର୍ଟ -ସରତ ନାୟକ ଙ୍କ ରିପୋର୍ଟ -ସୋର