ଜଳୁଛି ଜଙ୍ଗଲ ଜନବସତି ମୁହଁ। ବନ୍ୟ ପ୍ରାଣୀ ।

ସୋର-ହୁତୁ ହୁତୁ ହେଇ ଜଳୁଛି ଜଙ୍ଗଲ ଜଳିଚାଲିଛି ଏକର ଏକର ଜଙ୍ଗଲ। ଅନେକ ଜୀବଜନ୍ତୁ ଜଳିପୁଡି ପାଉଁଶ ହେଇ ଯାଉଥିବା ବେଳେ, ଜଙ୍ଗଲ ମଧ୍ୟରେ ଥିବା ଯିବ ଜନ୍ତୁ ମାନେ ଏବେ ଜୀବନ ବିକଳରେ ଜନବସତି ଆଡକୁ ପଳାଇ ଆସୁଛନ୍ତି। ଗାଁ ଭିତରକୁ ପଶିଆସିଥିଵା ହରିଣ କୁ ଶିକାରୀ ମାନେ ସେମାନଙ୍କୁ ମାରି ଶିକାର କରି ମାସଂ ବିକ୍ର କରୁଛନ୍ତି ଯଦିଓ କିଛି ଜନ୍ତୁମାନେ ଗ୍ରାମବାସୀ ଙ୍କ ଦ୍ୱାରା ଉଦ୍ଧାର ହେଉଛି ସେମାନଙ୍କ ଔପଦା ଵନଵିଭାଗକୁ ହସ୍ତାନ୍ତର କରାଯାଇଛି । ଏହିଭଳି ଏକ ଘଟଣା ଘଟିଛି ଵାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ରାମଚନ୍ଦ୍ରପୁର ଗ୍ରାମକୁ ଅପରାହ୍ନ ରେ ବୁଲା କୁକୁର ଙ୍କ ଆକ୍ରମଣ ଯୋଗୁଁ ନିରୀହ ହରିଣଟି ଗ୍ରାମ କୁ ପଶି ଆସିଥିଲା ।ଗ୍ରାମବାସୀ ମାନେ କୁକୁର ମାନଙ୍କ ମୁଁହଁରୁ ରୁ ଉଦ୍ଧାର କରିଥିଲେ ପରେ ବନବିଭାଗ ପକ୍ଷରୁ । ଖବରପାଇ ଔପଦାବନଵିଭାଗ ଘଟଣା ସ୍ଥଳରେ ପହଞ୍ଚି ହରିଣ ଟିକୁ ନେଇଥିଲେ । ଅସହ୍ୟ ଗୁଳୁଗୁଳି ସହିତ ସ୍ଥାନୀୟ ଜଙ୍ଗଲକୁ ପାଣି ପିଇବାପାଇଁ ଆସି ଜଙ୍ଗଲ ମଧ୍ୟରେ ନିଆଁ ର ଉତାପ ଯୋଗୁ ବିଚରା ନିରୀହ ପଶୁ ଟି ଵାଟ ହୁଡି ଯାଇଥିବା ର ଅନୁମାନ କରାଯାଉଛି ।ହରିଣ ଟିର ଚିକିତ୍ସାପରେ ଵନଵିଭାଗ କୁଲଡିହା ରେ ଛଡାଯିଵଵୋଲି ଜଣାପଡି ଛି କିନ୍ତୁ ଅଫିସର ମାନେ ସଠିକ୍ ଭାବେ ନିଜର ଡିୟୁଟି କରୁନାହାନ୍ତି

ଔପଦା ରେଞ୍ଜ ର ଖୁଣ୍ଟା ପଟଣା ବିଟ ହାଉସ ର ମାତ୍ର 500 ମିଟର ଦୂରରେ ଥିବା ଏକର ଏକର ଜଙ୍ଗଲ ଜଳିପୁଡି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିବା ଦେଖିବାକୁ ମିଳିଛି ।ଏଠି ପ୍ରଶ୍ନ ଉଠେ ବିଟ ହାଉସ ର ମାତ୍ର 500 ମିଟର ଦେବଗିରି ପାହାଡ ର ଏହି ଏକର ଏକର ଜଙ୍ଗଲ ଟି କେମିତି ଲାଗିଲା ,କିଏ ଲଗେଇଲା ।ଯଦିବା ଲାଗିଲା ,କେମିତି ଜଙ୍ଗଲ ବିଭାଗର ଅଧିକାରୀ ମାନେ ଖବର ପାଇଁ ନଥିଲେ କି ? ନାଁ ଡିୟୁଟି ବାହାନା ରେ ଅଫିସ ଛାଡି ବାହାରକୁ ଚାଲିଯାଉଛି ନ୍ତି ଏସବୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ଜାଣିବାକୁ ଆମେ ଦିଗିଭଁଆରା ବିଟ୍ କୁ ଯାଇ ଥିଲୁ ସମୟ ୧୦ଟା୩୦ମିନିଟି ଦାୟିତ୍ଵ ରେ ଥିବା ମାଡାମ୍ ଖାଇବା ପାଇଁ ଆସିଛୁ କହିଥିଲେ ପରେ ଖୁଣ୍ଟା ପାଟଣା ବିଟ୍ କୁ ଯାଇ ଥିଲୁ କିନ୍ତୁ ସେଠାକାର ସ୍ଥାନୀୟ ଅଫିସର କେହିନଥିଲେ ଏହାର ଫାଇଦା ଉଠାଉଛନ୍ତି ଶିକାରୀ ମାନେ.REPORT.. । ସରତ ନାୟକ ଙ୍କ ରିପୋର୍ଟ ସୋର MPX TV ODIA

Share this…
Share on Facebook

Facebook