Big breaking- ପୋଲିସ ହାତରେ ବ୍ରାଉନସୁଗର ବାଦଶାହା

Big breaking
ଜଳେଶ୍ବର:ପୋଲିସ ହାତରେ ବ୍ରାଉନସୁଗର ବାଦଶାହା । ବ୍ରାଉନ ସୁଗାର ମାଫିଆ କାୟାମତ ତୁଲା କୁ ଗିରଫ କରିଛି ପୋଲିସ । ଜଳେଶ୍ବର ମାର୍କେଟ ରୁ ବିଳମ୍ବିତ ରାତିରେ ଗିରଫ କଲା ପୋଲିସ ।ଓଡିଶା-ପଶ୍ଚିମବଙ୍ଗ ଇଣ୍ଟରଷ୍ଟେଟ କାରବାର ରହିଛି ମୁଖ୍ୟ ଭୂମିକା । ପୂର୍ବରୁ STF ଏବଂ ଅନ୍ୟାନ୍ୟ ଥାନାରେ ବ୍ରାଉନସୁଗର କାରବାର କୁ ନେଇ ରହିଛି ଏକାଧିକ ମାମଲା । ପୂର୍ବ ମାମଲାରେ ଜଡିତ ଥିବାରୁ ଗିରଫ ହୋଇଥିବା ସୂଚନା । MPX TV ODIA

Share this…
Share on Facebook

Facebook