ଟ୍ରେନ ଆଗକୁ ଡେଇଁ ମହିଳା ଗୁରୁତର ।

ବାଲେଶ୍ବର ଜିଲ୍ଲା ସୋର ମାଟିଆପଲା ଅଞ୍ଳର ପ୍ରେମଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସୁକାନ୍ତି ନାୟକ ଆଜି ଅପରାହ୍ନରେ ଅପ୍ ଜନଶତାଦ୍ଧି ଟ୍ରେନ ଆଗକୁ ଡେଇଁ ପଡିବାରୁ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ସ୍ବେଛା ସେବୀ ସଙ୍ଗଠନ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ରେ ସୋର ଡାକ୍ତର ଖାନା କୁ ଆଣିଥିଲେ । ମହିଳା ଜଣକ ମାନସିକ ବିକାର ଗ୍ରସ୍ତ ଥିବା ପରିବାର ସୁତ୍ରରୁ ସୁଚନା ମିଳିଛି ।

ମହିଳା ଜଣକ ପାପୁଲି ୨ଟି କଟି ଜାଇଥିବା ବେଳେ କଟକ ବଡ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି ।ରିପୋର୍ଟ- ସରତ ନାୟକ ଙ୍କ ରିପୋର୍ଟ

Share this…
Share on Facebook

Facebook