ଡେମୋ ଦେଖାଇଲା ଶିବ; ୫ଜଣଙ୍କୁ ଶିବ ଏକା ମାରିଛି !

(ସାଲେପୁର) ଡ଼େମୋ ଦେଖାଇଲା ଅଭିଯୁକ୍ତ ଶିବ । ମାହାଙ୍ଗା କୁସୁପୁର ଗଣହତ୍ୟାକୁ ନେଇ ପୋଲିସର ଗୁରୁତପୂର୍ଣ୍ଣ ସୂଚନା । ଶିବ ଘଟଣାସ୍ଥଳରେ ଡ଼େମୋ ଦେଖାଇବା ପରେ ପୋଲିସର ଗଣମାଧ୍ୟମକୁ ସୂଚନା । ଶିବ ୫ ଜଣଙ୍କୁ ଏକା ମାରିଥିବା କଟକ ଗ୍ରାମାଞ୍ଚଳ ଏସ.ପି ଅଶୋକ ବେହେରାଙ୍କ ସୂଚନା । ଶିବ ପ୍ରଥମେ ତାର ଭାଉଜଙ୍କୁ ହତ୍ୟା କରିବା ପରେ ପୁରୁରା ଝିଆରୀ ପରେ ଭାଇକୁ ହତ୍ୟା କରିଥିବା ପ୍ରକାଶ କରିଛି । ପୂର୍ବଶର୍ତୃତା ଓ ଜମି ବାଡ଼ି ବିବାଦରୁ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ଶିବ ସହ ଅନ୍ୟ କେହି ହତ୍ୟାରେ ସମ୍ପୃକ୍ତ ଥିବା ପୋଲିସ ସନେ୍ଦହ କରିଥିଲା ।

ଯାହା ପାଇଁ ପୋଲିସ ଶିବକୁ ୩ ଦିନ ରିମାଣ୍ଡରେ ଆଣିଥିଲା । ଆଜି ପୋଲିସ ଘଟଣାସ୍ଥଳକୁ ଶିବକୁ ଆଣି କିପରି ହତ୍ୟା କରିଥିଲା ଡ଼େମୋ ଦେଖାଇଥିଲା । ଓ କେଉଁ ପରିସ୍ଥିତିରେ ହତ୍ୟା କରିଥିଲା । ପୋଲିସ ଆଗରେ ତାର ଡ଼େମୋ ଦେଖାଇଛି । ଏପରି କି ହତ୍ୟା ପୂର୍ବରୁ ନିଶା ସେବନ କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି MPX TV ODISHA

Share this…
Share on Facebook

Facebook