ସୋର ଥାନା ଅଧୀନ ସୋର ମଙ୍ଗଳପୁର ରାସ୍ତା ଦହିପୁର ଛକ ନିକଟ ରେ ଦିନ ଦିପ୍ରହରେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ଦୁର୍ବୃତ , ଆରକେଡି କନଷ୍ଟକସନ୍ କମ୍ପାନୀ ର କେସିଅର ଆଶିଷ କୁମାର ସ୍ୱାଇଁ ଲେବର ପ୍ରେମେଣ୍ଟ ଦେବାପାଇଁ ସୋର ଷ୍ଟେଟ ବ୍ୟାଙ୍କ୍ ରୁ ୨ଲକ୍ଷ ୭୭ ହାଜର ଟଂକା ନେଇ ମଙ୍ଗଳପୁର ଯାଉଥିବା ବେଳେ ଦହିପୁର ଛକ ନିକଟ ରୁ ଦୁଇ ଜଣ ଦୁର୍ବୃତ ଏକ ପଲସର ରେ ଆସି ବନ୍ଧୁକ , ଭୁଜାଲି ଦେଖାଇ ଲୁଟି ନେଲେ ୨ ଲକ୍ଷ ୭୭ ହଜର ଟଂକା l
ଏନେଇ ଆଶିଷ ସୋର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ସୋର ଏହାର ତଦନ୍ତ ଆରମ୍ଭ କରିଛି l baleswar_Report ସରତ ନାୟକ