ପବିତ୍ର ନବରାତ୍ରି ଅବସରରେ ର ନବକନ୍ୟା ପୂଜା ପାଳିତ।

ଜଳେଶ୍ଵର- ପବିତ୍ର ନବରାତ୍ରୀ ର ଦୂର୍ଗତିନାସିନି ମା ଦୂର୍ଗା ଙ୍କ ର ନବମ ରୂପ ମା ସିଦ୍ଧିଦାତ୍ରୀ ଙ୍କ ର ପୂଜା ପାଳିତ। ଏହି ଅବସରରେ ନବକନ୍ୟା ପୂଜା ପାଳିତ ହୋଇଥିଲା।ଏମିତି ଏକ ନିଆରା ଦୃଶ୍ୟ ଦେଖିବା ପାଇଁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ର ଖୁଆଡ ପଂଚାୟତ ରେ ।କଥାରେ ଅଛି ନବରାତ୍ରୀ ର ଭକ୍ତ ମାନେ 9 ଦିନ ପର୍ଯ୍ୟନ୍ତ ଉପବାସ ରହି ଦେବୀ ମା ଦୂର୍ଗା ଆରାଧନା କରିଥାନ୍ତି। ଓ ଶେଷ ଦିନରେ ନବକନ୍ୟା ଙ୍କୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।।

ଏହି ପୂଜା 9 ଟି କନ୍ୟା ଙ୍କୁ ନେ଼ଇ ହୋଇଥାଏ।ଯାହାଙ୍କର ବୟସ 3 ରୁ 10 ବର୍ଷ ଭିତରେ ହୋଇଥାଏ। mpx tv.odia

Share this…
Share on Facebook

Facebook