ସାହାରା ଇଣ୍ଡିଆ ଅଫିସ କୁ ଘେରିଲେ ଆସିକା,ପୋଲୋସର, ଜମାକାରି ଏବଂ ଏଜେଣ୍ଡ।

ଭଂଜନଗର- ସାହାରା ଇଣ୍ଡିଆ ଅଫିସ କୁ ଘେରିଲେ ଆସିକା,ପୋଲୋସର, ଜମାକାରି ଏବଂ ଏଜେଣ୍ଡ। ବଡ ବଡିଆ ଅପିସ ର ମାନେ ମନ ମୁଖି , ବିଭିନ୍ନ ଦୁନତି କରିଥିବା ଅଭିଯୋଗ କରିବା ସହ ମାନ୍ୟବର ଉଚ୍ଚ ତମ ନ୍ୟାୟଲୟ ଙ୍କ ଆଦେସ୍ ଅନୁଜାଇ ରାଜ୍ୟ ସରକାର ଙ୍କ ଏନ୍ ଓ ସି ନଥାଇ କିପରି ଟଙ୍କା ଆଦାୟ କରୁଛି କମ୍ପାନୀ । ଏଥିପାଇଁ କମ୍ପାନୀ କତ୍ତୃପକ୍ଷ ଙ୍କୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ରୁ ଅସନ୍ତୁଷ୍ଟ ଲୋକେ।
ଓଡିଶା ରାଜ୍ୟ ରେ ସାହାରା ଇଣ୍ଡିଆ ଜେତିକି ଟଙ୍କା ନେଇଛି ସେଥିରୁ ଅଧା ଗଂଜାମ ଜିଲ୍ଲା ରୁ ଜାଇଛି ଲୋଭନୀୟ ଆସା ଦେଖାଇବାରୁ ଲୋକେ ,ଜମି ଘର ବିକି, ଝିଅ କୁ ଶାସୁଘର ଛାଡିବା ପାଇଁ ହେଉକି ପିଲାଙ୍କ ଉଚ୍ଚ ଶିକ୍ଷିତ କରିବା ପାଇଁ କିମ୍ବା ବାଧ୍ୟକ୍ରରେ କିଛି ପୁଣ୍ଜି ରଖିବାର ଆସା ନେଇଥିବା ବେଳେ ତାହା ଏବେ ଧୁଳିସାତ ହେଇଜାଇଛି ଅସହାୟ ଲୋକଙ୍କୁ ଗୁଣ୍ଡା ଭୟ ଦେଖାଉଛନ୍ତି ଏବଂ (Q sop)କିୟୁ ସପ୍ ରେ ଟଙ୍କା ଦିଆଜାଉନଥିବା କହି ଅଫିସର ଙ୍କ ନିଜ ଲୋକୋ ଙ୍କ ପାଇଁ ସାହଣ ଖୋଲି ଦେଇଛନ୍ତି ନଚେତ ଅଫିସରଙ୍କୁ ପକେଟ୍ ଖୁଞ୍ଚା ଦେଇ ଅଭାବି ଲୋକଟିକୁ ଦଲାର ଙ୍କ ସହ ସାଫ ସୁତରାରେ ଅଧା ଟଙ୍କା ଦେଇ ଲିଖିତ ବଣ୍ଡ ବିକ୍ରି ହେଉଛି ବେଧଡକ୍ କାର୍ଯ୍ୟ କରୁଛନ୍ତି ଵହୁ କମ୍ରଚାରି ଏହାର ପ୍ରତିବାଦ କରିବାରୁ ଗୁଣ୍ଡା ଧମକ ଦେଉଛନ୍ତି ସାହାରା ଅଫିସର ମାନେ ଏ ନେଇ ବିଭିନ୍ନ ସ୍ଥାନରୁ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଘେରିଛିନ୍ତି ଜମାକାରି।Reporter – ନଚିକେତା ପ୍ରଧାନ

Share this…
Share on Facebook

Facebook