ବାପା ଓ ଝିଅ ଉପରେ ମାଡ଼ିଗଲା ଭ୍ୟାନ

ଭଞ୍ଜନଗର-ଗଞ୍ଜାମ ଗାଙ୍ଗପୁର ଥାନା ଇନ୍ଧନପୁର ଛକ ନିକଟରେ xl ଲୁନା କୁ ଧକ୍କା ଦେଲା ପିକଅପ ଭ୍ୟାନ ।ତିନି ମୃତ,ଜଣେ ଗୁରୁତର । ମୃତକ ମାନେ ହେଲେ ଗୋଟିଏ ପରିବାରର ବାପା ଦୁଇ ଝିଅ।ନାତି ବିଶ୍ୱଜିତ ପାତ୍ର ଗୁରୁତର ଥିବାରୁ mkcg ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ମୃତକ ମୁନିଗାଡି ଗ୍ରାମର ଜୟରାମ ନାୟକ ଓ ତାଙ୍କ ଦୁଇଝିଅ ଲଷ୍ମୀ ପାତ୍ର,ରିଙ୍କି ନାୟକ ।

ସୂଚନା ମୁତାବକ ଜୟରାମ ତାଙ୍କ ଦୁଇ ଝିଅ ନାତି କୁ ଧରି ଗାଙ୍ଗପୁର ରୁ କାମ ସାରି ନିଜ ଗାଁ ମୁନିଗାଁଡ଼ି କୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ ତିନି ମୃତ ଜଣେ ଗୁରୁତର।  Reporter-ନଚିକେତା ପ୍ରଧାନ

Share this…
Share on Facebook

Facebook