ପରଜଙ୍ଗ ବ୍ଲକ ରେ ପୁଣି ଗଜରାଜ ର ଦୌରାତ୍ମ୍ୟ ।

ଢେଙ୍କାନାଳ ବନଖଣ୍ଡ ରେ ଥିବା ଡିହଦୋଳ ରେଞ୍ଜ ଅନ୍ତର୍ଗତ । କୁମୁସି ଗ୍ରାମପଞ୍ଚାୟତ ର ରିୟା ଗ୍ରାମରେ ଗତ କାଲି ଦିନଦିପ୍ରହରେ ଏକ ଦନ୍ତା ହାତୀ ପୁଣି ଲୋକଙ୍କ ଉପରେ ଆକ୍ରମଣ କରିଛି । ସୂଚନା ଥାଓକି ଗତ କିଛି ବର୍ଷରେ ଅ ଅଂଚଳରେ ବହୁତ ଲୋକଙ୍କ ଜୀବନ ନେଇ ଥିବା ବେଳେ କିଛି ଲୋକଙ୍କୁ ଅକର୍ମଣ୍ୟ ମଧ୍ୟ କରିଦେଇଛି ।ତେବେ ଗତକାଲି ଦିବା 12 ଘଟିକା ସମୟରେକାଜୁ ଜଙ୍ଗଲର ଦେଖା ରଖା କରି ବିଶ୍ରାମ ନେଇଥିବା ସମୟରେ ପଛ ପଟୁ ଆସି ଆକ୍ରମଣ କରିଥିଲା । ସୁଚନାଅନୁଯାଇ ଆକ୍ରମଣ ହୋଇଥିବା ଦୁଇ ଜଣ ଲୋକ କୁମୁସି ଗ୍ରାମପଞ୍ଚାୟତ ର ରିଆଗ୍ରାମର ରବିନାରାୟଣରାଉତ । ଓ ଆଉଜଣେ ହେଲେ ବସନ୍ତପଡାଗ୍ରାମର,ବେଣୁଧରସାହୁ ।

ରବିନାରାୟଣ ଙ୍କ ଜଂଘରେ ହାତୀ ମଡ଼ା ପକେଇ ଦେଇ ଥିବା ବେଣୁ ଧରଙ୍କୁ ଘୁଶାଡୀ ନେଇଥିବା ଦେଖିବାକୁ ମିଳିଥିଲା ।ଏଥିର ଓଭୟ ଙ୍କଅବସ୍ଥା ଗୋରୁତ୍ବର ଥିବା ଜଣା ପଡିଥିବା ବେଳେ । ତାଙ୍କୁ ଫରଷ୍ଟର ନିରଞ୍ଜନଙ୍କ ଗାଡ଼ିରେପ୍ରଥମେ ପର୍ଜଙ୍ଗ ଗୋଷ୍ଠିସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀକରିଥିଲେ ଏବଂ ପରେ ବେଣୁଧରସାହୁଙ୍କୁ ନିଜ ବାଇକ ଯୋଗେ ନିରଞ୍ଜନ ମେଡିକାଲେରେ ଭର୍ତ୍ତୀକରିଥିଲେ ।

ସେଠାରେ ସେମାନେ ଚିକିତ୍ସା ଧୀନ ଅବସ୍ଥାରେ ଥିବାବେଳେ ତାଙ୍କ ଅବସ୍ଥା ସ୍ତିର ଥିବା ଜଣା ପଡ଼ିଛି । ତେବେ ଏଥିପ୍ରତି ବନ ବିଭାଗର କିଛି ଆଖିଦୃଶିଆ ପ୍ରତିକାର ନଥିବାରୁ । ଲୋକଙ୍କ ମଦ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
Repoter – ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook