କମ୍ପାନୀରେ ଚାକିରି ଦେବା ନାମରେ ଠକୁଥୁବା ଠକ ଟିମର ୫ ଗିରଫ ।

କୋରାପୁଟ ଜିଲ୍ଲା ଦାମନଯୋଡି ନାଲକୋ ଓ ସୁନାବେଡାର HAL ରେ ଚାକିରି କରିବା ନାମରେ ଠକେଇ ଅଭିଯୋଗରେ ୫ ଜଣଙ୍କୁଗିରଫ କରିଛି ଦାମନଯୋଡ଼ି ପୋଲିସ। ନକଲି ଷ୍ଟାମ୍ପ ଓ ନିଯୁକ୍ତି ପତ୍ର,ଗେଟପାଶ ସହ ପ୍ରିଣ୍ଟର ଜବତ କରିଛି
ରାୟଗଡ ସହରର _ସୁଧିର ଚୌଧୁରୀ ସମେତ ସହ ୨ ଜଣ ଓ ଭୁବନେଶ୍ବର ୩ ଜଣ ଗିରଫ ।

ଚାକିରି ଦେବା ନାମରେ ବିଭିନ୍ନ ପିଲାଙ୍କ ୩୦ ଲକ୍ଷ ଟଙ୍କାର ଠକିଥିବା ଅଭିଯୋଗ ହୋଇଛି ।
ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ।

ଗୋଟାଏ ପିଲାଙ୍କ ପିଛା ୪୦ ହଜାର ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ସହ ଦାମନଯୋଡ଼ି ନାଲକୋ ଓ ହାଲ ସୁନାବେଡାରେ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେଇଛନ୍ତି ।ଏଭଳି କୋରାପୁଟ ଜିଲ୍ଲାର ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଁଏ ନେଇ ଜାଲ ନିଯୁକ୍ତି ପତ୍ର ଦେଇ ଛନ୍ତି ।ଗିରଫଙ୍କ ମଧ୍ୟରେ ଏହି ୨ ଜଣକ ସମେତ ଭୁବନେଶ୍ୱର ର ଗ୍ରୀନ ହାଇ ଆପାର୍ଟମେଣ୍ଟ ର ୩୧୨ ନଂ ର ୪୦୩ ପ୍ଲଟରେ ରହୁଥୁବା ସନ୍ତୋଷ କୁମାର ବରାଡ,ଭୁବନେଶ୍ବର ଝାରପଡାରକମଳ ଲୋଚନ ମହାନ୍ତି,ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ର ଅଭିମନ୍ୟୁ ମିଶ୍ର କୁ ପୋଲିସ ଗିରଫ କରିଛି .Riporter-MeghaGuntha

Share this…
Share on Facebook

Facebook