ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ

ପୁରୀ: ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଅପା ଯୋଉ ପ୍ରଶ୍ନ ସଂସଦ ଗୃହ ରେ ଉଠେଇଥିଲେ ତାର ପ୍ରତି ଉତ୍ତର ରେ ପୁରୀ ସାଂସଦ ଯୋଉ ଭଳି ମିଥ୍ୟା ତଥ୍ୟ ଉପସ୍ଥାପନା କରିଥିଲେ ସେଥିପାଇଁ ଆଜି ପୁରୀ ବିଜେପି ଯୁବ ମୋର୍ଚ୍ଚା ଟାଉନ୍ ଥାନା ଠାରେ ଏକ ଶୋଭାଯାତ୍ରାରେ କରି ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଗଲା।

ଏଥିରେ ପୁରୀ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଜୟନ୍ତ କୁମାର ଦାଶ, ପୁର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଦରଣ ସମ୍ପାଦକ ଉମା କାନ୍ତ ନାୟକ, ଜିଲ୍ଲା ଉପ ସଭାପତି ଦିଗଦର୍ଶନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ମମତା ପତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଶରଧାବାଲି ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ଯୁବ ମୋର୍ଚ୍ଚା ର ବିଶ୍ୱଜିତ ମହାନ୍ତି, ବିଭୁତି ରଥ, ସଂଗ୍ରାମ ପରିଡ଼ା, ପଦୀୟା ନାୟକ, ବିଶ୍ବଭୂଷଣ ବାରିକ୍, ମନୋରଞ୍ଜନ ବିଶୋଇ, ଅଜୟ ପ୍ରଧାନ, ଦୁର୍ଗା ପ୍ରସାଦ ପରିଡା, ସୌମ୍ୟ ମିଶ୍ର, ପିଣ୍ଟୁ ତ୍ରିପାଠୀ, ରାଜଲକ୍ଷ୍ମୀ ଦାସ, ପୁଷ୍ପା ପାତ୍ର, ପରେଶ, ପ୍ରଶାନ୍ତ ପଣ୍ଡା, ସଚିନ, ଦେବଜିତ୍, ବିଭୁ ନନ୍ଦ, ସତ୍ୟଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Share this…
Share on Facebook

Facebook