ଜଗାକାଳିଆକୁ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି D. Y Chandrachuda.

ପୁରୀ: ଜଗାକାଳିଆକୁ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି D. Y Chandrachuda.
ଆଜି ସନ୍ଧ୍ୟାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି D Y Chandraxhuda ପତ୍ନୀଙ୍କ ସହିତ ପୁରୀରେ ପହଁଚିଲା ପରେ ପୁରୀ ଜିଲାପାଳ ସମର୍ଥ ବର୍ମା, ଏସପି କନବର ବିଶାଳ ସିଂହ ଓ ମନ୍ଦିର ପ୍ରଶାସନ ଅଧିକାରୀ ମାନେ ସମାନର ସହିତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରାଇଥିଲେ।ସିଂହଦ୍ଵାର ଆଗରେ ଜିଲାପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Share this…
Share on Facebook

Facebook