କେନ୍ଦୁଝର ପୌରପାଳିକା ରେ ବିଜେପିର ବାଜିମାତ ।

କେନ୍ଦୁଝରଗଡ଼ ପୌରପାଳିକା ରେ ବିଜେପିର ଚେୟାରମ୍ୟାନ୍ ପ୍ରାର୍ଥୀ ନିକୁ ସାହୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଅର୍ଚ୍ଚନା ରାଉତଙ୍କ ଠାରୁ ୩୯୧୦ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି । ୨୧ଟି ୱାର୍ଡ଼ ମଧ୍ୟରୁ ବିଜେଡ଼ି ୧୩ ଟି ୱାର୍ଡ଼ ଓ ବିଜେପି ୮ଟି ୱାର୍ଡ଼ରେ ବିଜୟଲାଭ କରିଛନ୍ତି.
ତେବେ ଏହି ବିଜୟରେ ସାହୁ ମୋଦୀଙ୍କ ଜନହୀତକର ଯୋଜନାକୁ ଆଗାମୀ ଦିନରେ ଲୋକମାନଙ୍କ ନିକଟରେ ସଠିକ ସମୟରେ ପହଂଚାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଏହି ବିଜୟରେ ଅଂଚଳର ଭୋଟର ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦେଇ ଥିବା ପ୍ରତିଶୃତିକୁ ଆଗାମୀ ଦିନରେ ପୂରଣ କରିବା ନେଇ ଦୃଢତି ପ୍ରକାଶ କରିଛନ୍ତି ।

Share this…
Share on Facebook

Facebook