ସୋର- ନିର୍ବାଚନ ପୂର୍ବରୁ ହିଂସା କାଣ୍ଡ ଭୋଜାଲି ଆକ୍ରମଣରେ ଯୁବକ ଗୁରୁତର, ଜଳେଶ୍ୱର ହସ୍ପିଟାଲ ରେ ଭର୍ତି,!ଗୁରୁତ୍ୱ ଜଣକ ହେଲେ ରାଜେସ୍ବର ଅଣ୍ଡିଆ , ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦରେ ଆସନ୍ତା କାଲି ପୌର ନିର୍ବାଚନ ଅଛି , ଆଜି ସନ୍ଦ୍ୟାରେ ୧୦ନ ୱାର୍ଡର ବିଜେପି କର୍ମୀ ରାଜେଶ୍ୱର ଅଣ୍ଡିଆ ରାସ୍ତାରେ ଯାଉଥିଲା ବେଲେ ହଠାତ ଏକ ବାଇକରେ ତିନିଜଣ ଯୁବକ ଆସି ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଏକ ଭୁଜାଲିରେ ଆକ୍ରମଣ କରିଥିଲେ,
ଏଥିରେ ରାଜେଶ୍ବର ହାତ ଛାତି ଏବଂ ମୁଣ୍ଡରେ ଆଘାତ ଲାଗିଛି, ସଂଗେ ସଂଗେ ତାକୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ,ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତଜାରୀ ରଖିଛି !report ସରତ ନାୟକ ସୋର