ସୋର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜିତିଲା ବିଜେଡି ।

ସୋର ପଞ୍ଚାୟତ ସମିତି କୁ ଦିର୍ଘ ୭୦ ବର୍ଷ ର କଙ୍ଗ୍ରେସ୍ ଗଡ କୁ ଭାଙ୍ଗି ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ଦଖଲ କରିବା ପରେ ଆଜି ଉପାଧ୍ୟକ୍ଷ ପଦ ମଧ୍ୟ ଅନ୍ କଣ୍ଟେଷ୍ଟ ରେ ହାତେଇଛି । ଉପାଧ୍ୟକ୍ଷ ଭାବେ ମାଣିପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜୟି ହୋଇଥିବା ଭ୍ରମରବର ନାୟକ ଅନ୍ କଣ୍ଟେଷ୍ଟରେ ବିଜୟ ହୋଇଛନ୍ତି ।

ସେହିପରି ବାହାନଗା ବ୍ଲକ ରେ ବିଜେଡି ମଧ୍ୟ ଅନ୍ କଣ୍ଟଷ୍ଟ ରେ ନିର୍ବାଚିତ ହେଲେ ବାହାନଗା ବ୍ଲକ ଉପାଧ୍ୟକ୍ଷା ବାସନ୍ତୀ ପତି . ରିପୋର୍ଟ- ସରତ ନାୟକ । ସୋର

Share this…
Share on Facebook

Facebook