ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା ଘର

କେନ୍ଦ୍ରାପଡ଼ା ରେ ଭୟlବହ ଅଗ୍ନିକାଣ୍ଡ ଜଳିଗଲା ୧୨ ବଖରା ଘର ସର୍ବସାନ୍ତ ହେଲେ୫ ପରିବାର l ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର ହରିଜନ ସାହିରେ ।

ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ସରକlରି ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

ହୁହୁ ହୋଇ ଜଳିଜାଇଛି ୧୨ ବଖରା ଘର ସମେତ ବହୁ ଆବାସ ପତ୍ର ସର୍ବସାନ୍ତ ହୋଜାଇଛନ୍ତି ୫ପରିବାର । ୪ଗୋଟି ମଟର ସାଇକେଲ ପୋଡିଜାଇଥିବାର ମଧ୍ୟ୍ୟ ସୂଚନା ମିଳିଛି l

Share this…
Share on Facebook

Facebook