ସ୍ୱାମୀଙ୍କ ନଅ ଦିନରେ ସ୍ତ୍ରୀ ଆଖି ବୁଜିଲେ

ଭଦ୍ରକ – ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ରେ ପଦ୍ମପୁର ଅଂଚଳର ରମାକାନ୍ତ ପରିଡା ଙ୍କ ସ୍ତ୍ରୀ ସୁମତି ପରିଡା ସ୍ୱାଧିନି ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ଛିଡା ହୋଇଥିଲେ କିନ୍ତୁ ନିର୍ବାଚନ ଫଳ ଆସିଲା ବେଳେକୁ ପରାଜୟ ହୋଇଥିଲେ ସୁମତି ପରିଡା ଏହାକୁ ନେଇ ସେ ମାନସିକ ଚାପ ରେ ଥିଲେ ।ଗତ କାଲି ଅର୍ଥାତ 13.03.22 ରିଖ ଦିନ ନବ ନିର୍ବାଚିତ ପ୍ରାଥୀ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମତେ ବାସୁଦେବ ପୁର ବିଧାୟକ ଏକ ବିଜୟ ଶୋଭାଯାତ୍ରା କରିଥିଲେ ,ଏବଂ ଏହି ଶୋଭାଯାତ୍ରା ଚାଲୁଥିବା ବେଳେ ସୁମତି ଙ୍କ ସ୍ୱାମୀ ରମାକାନ୍ତ ପରିଡା ଙ୍କୁ କିଛି ବିଜେଡି ସମର୍ଥିତ ଲୋକ ମାନେ ଗାଳି ଗୁଲଜ କରିଥିଲେ

ସେ ପୁଣି ବିଧାୟକ ଙ୍କ ଉପସ୍ଥିତିରେ ଏହା ନେଇ ,ରମାକାନ୍ତ ପରିଡା ଏବଂ କିଛି ଲୋକ ଙ୍କ ମଧ୍ୟରେ ବଚସା ହୋଇଥିଲା l ବୋଲି ପୋଡ଼ସୀ କହିଛନ୍ତି lପରେ ରମାକାନ୍ତ ଘରକୁ ଯାଇ ସ୍ତ୍ରୀ ସୁମତି ଙ୍କ ସହ ପରାଜୟ ପାଇଁ ବଚସା ହୋଇଥିଲା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ।ହଠାତ ସ୍ୱାମୀ ଘର ଭିତରେ ଫାଶୀ ଦେଇଥିଲେ ।ସ୍ୱାମୀର ମରଣ ମୁଁହଁ କୁ ଦେଖି ସ୍ତ୍ରୀ ମଧ୍ୟ ବିଷ ପିଇ ଦେଇଥିଲେ ।ସ୍ତ୍ରୀ ସୁମତି ଗୁରୁତ୍ୱର ଅବସ୍ଥାରେ କଟକ ମେଡିକାଲ କୁ ସ୍ଥାନନ୍ତରଣ ହୋଇଥିଲେ ଚିକତ୍ସା ଅବସ୍ଥାରେ ସ୍ୱାମୀଙ୍କ ନଅ ଦିନରେ ସ୍ତ୍ରୀ ଆଖି ବୁଜିଲେ

Share this…
Share on Facebook

Facebook