ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ

ଭଦ୍ରକ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ. ଆନନ୍ଦପୁର ବୈତରଣୀ କେନାଲ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସିନୀଙ୍କ ଘର ସମେତ ଏକକାଳୀନ 8ଟି ସ୍ଥାନରେ ଭିଜିଲାନ୍ସ ଛାପା ମରିଛି। ଭଦ୍ରକ, ବାରିପଦା, ବାଲେଶ୍ବର ଓ କେନ୍ଦୁଝରର ଭିଜିଲାନ୍ସର ଟିମ ମିଳିତ ଚଢାଉ କରୁଛନ୍ତି

1.ଭଦ୍ରକ ଅପର୍ତ୍ତିବିନ୍ଧା ସ୍ଥିତ ନିଜ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତନାଘନା ଚଳାଇଛି
2. ଭୁବନେଶ୍ୱର ଫ୍ଲାଟରେ ୩୦୩ ଫ୍ଲାଟ, ଚନ୍ଦ୍ରଶେଖର ପୁର
3. କେନ୍ଦୁଝର କାର୍ଯ୍ୟାଳୟରେ
4. ପୈତୃକ ଘର- ବେକ୍ତିରା, ନନ୍ଦୀପଦା , କେନ୍ଦୁଝର
5- , ଶୁଡୁଶୁଡିଆ,ଆନନ୍ଦପୁରର, କେନ୍ଦୁଝର ଅଞ୍ଚଳର କିଣିଥିବା ଜାଗା
6. ଭୁବନେଶ୍ୱର, ବାଲିଅନ୍ତା ଥାନାରେ ଥିବା ବାଉଣ୍ଡ୍ରି ଞ୍ବାଲା ହୋଇଥିବା ପ୍ଲଟ
7.ଶ୍ଵଶୁର ଘର – ମଠସାହି, କୁଆଖିଆ,ଯାଜପୁର
8. କେନ୍ଦୁଝର ସରକାରୀ କ୍ବାଟରରେ

Share this…
Share on Facebook

Facebook