ସ୍ଵାଧୀନ କର୍ପୋରେଟର ପାର୍ଥି ଶ୍ରୀମତୀ ସନ୍ଧ୍ୟା ରାଣୀ ଶୁକ୍ଳା ଜୋରଦାର ପ୍ରଚାର ।

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ୪ ନଂ ୱାର୍ଡ କର୍ପେରେଟର ପଦବୀ ନିମନ୍ତେ ୫ ଜଣ ପାର୍ଥି ପ୍ରତିଦୃନ୍ଦି କରିଥିବା ବେଳେ ଆଜି ସ୍ଵାଧୀନ ପାର୍ଟି ସନ୍ଧ୍ୟା ରାଣୀ ଶୁକ୍ଳା ଜୋର୍ରଦାର ପ୍ରଚାରରେ ଲାଗିପଡିଛନ୍ତି । ଆଜି ୪ନଂ ୱାର୍ଡର ସ୍ଵାଧୀନ ପ୍ରାଥି ଆଜି ବିରାଟ ମାଠିଆ ରାଲିରେ ୱାର୍ଡର ବିଭିନ୍ନ ଅଞ୍ଚଳକୁ ଯାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ।

ସେ ବିଜୟୀ ହେଲେ ୱାର୍ଡର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ -ବନିତା ବେହେରା

Share this…
Share on Facebook

Facebook