ରଙ୍ଗ ଖେଳକୁ ନେଇ ରାଜନୈତିକ ହିଂସା

ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ରଙ୍ଗ ଖେଳ କୁ ନେଇ ଦୁଇ ରାଜନୈତିକ ଗୋଷ୍ଠି ମଧ୍ୟରେ ଗଣ୍ଡ ଗୋଳ । ଉଭୟ ପକ୍ଷରୁ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି l ସୁଚନା ଅନୁସାରେ ଗୋବିନ୍ଦପୁର ୧୪ନଂ ୱାର୍ଡରେ ଜିତିଥିବା ରାଜନୈତିକ ଗୋଷ୍ଠି ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଏକ ଗୋଷ୍ଠି ଆସି ସେଠାରେ ରଙ୍ଗ ଖେଳିବାରୁ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାଡପିଟ ହୋଇଥିଲା ।

ଏଥିରେ ଉଭୟ ପକ୍ଷରୁ ୩ ଜଣ ଗୁରୁତର ହୋଇ ସୋର ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି । reporter- ସରତ ନାୟକ soro

Share this…
Share on Facebook

Facebook