ଖଦାଳ ପୋଖରୀ ପଞ୍ଚାୟତରେ ନୂତନ ସରପଞ୍ଚ ଭାବେ ଦାଇତ୍ଵ ଗ୍ରହଣ କଲେ ମୋନାଲିସା ବିଶ୍ୱାଳ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ଗ୍ରାମ ପଞ୍ଚlୟତ ବିଜୟୀ ସରପଞ୍ଚ ପାର୍ଥିନୀ ଭାବେ ମୋନାଲିସା ବିଶ୍ୱାଳ ଆଜି ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଖଦାଳ ପୋଖରୀ ପଞ୍ଚାୟତରେ ଉନ୍ନତି ମୁଳକ କାମ କରିବା ସହିତ ପଞ୍ଚାୟତରେ ସମସ୍ତ ମୌଳିକ ସୁବିଧା ଦୁର କରିବା ପାଇଁ ଉପସ୍ଥିତ ଥିବା ଏବେକାର ଜିଲ୍ଲା ପରିଷଦ ସ୍ମରଣିକା ବଳ ଏବଂ ପୂର୍ବତନ ଜିଲ୍ଲା ପରିଷଦ ବିବେକାନନ୍ଦ ଦିଖିତଙ୍କ ଗହଣରେ ଶଫଥ ପାଠ କରିଥିବା ଦେଖିବାକୁ ମିଳିଛି l

ସମସ୍ତଙ୍କ ଉପସ୍ଥିତିରେ ଶ୍ରୀମତୀ ମୋନାଲିସା ବିଶ୍ୱାଳ ଗତ ପାଞ ବର୍ଷ ବିତିଯାଇଥିବା ଅଧୁରା ସୋପ୍ନ ପୁରା କରିବା ସହ ଖଦାଳପୋଖରୀ ପଞ୍ଚlୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ପ୍ରତିସୃତି ବଧ।ଏହି ପଞ୍ଚାୟତକୁ ସୁନ୍ଦର ପଞାୟତ ଗଡ଼ି ତୋଳିବାର ନିଷ୍ପତି ନେଇ ଆସନ ଗ୍ରହଣ କରିଥିଲେ l

-ଚାନ୍ଦବାଲି ରୁ ରାକେଶ ନାୟକ report

Share this…
Share on Facebook

Facebook