ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ

ବାଲେଶ୍ଵର ଜିଲ୍ଲା ସୋରୋ ଗ୍ରାମ୍ୟ ଉନ୍ନୟନ ବିଭାଗ ର assistance Engineer ପ୍ରମୋଦ ବେହୁରିଆ ଙ୍କ ନିଜ ଘର, ଅଫିସ ସମେତ 5 ଟି ସ୍ଥାନରେ ଭିଜିଲାନ୍ସ ରେଡ।ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ବାଲେଶ୍ୱର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଧେଶକ୍ରମେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ଟିମ ର ଚଢ଼ାଉ. ଭଦ୍ରକ ଉପର ବାଗୁରାଇ ସ୍ଥିତ ଘର, ଅର୍ଣ୍ଣପାଳ ସ୍ଥିତ ପୈତୃକ ଘର ,ସୋର ରେ ଥିବା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟଳୟ ଚାଲିଛି ଏକ କାଳୀନ ଭିଜିଲାନ୍ସ ରେଡ ହୋଇଥିବା ସୂଚନା ।

ସୋର ରୁ ସରତ ନାୟକ

Share this…
Share on Facebook

Facebook