ମାଳିପୁଟ ନିକଟରେ ବସ ଦୁର୍ଘଟଣା। କଣ୍ଡକ୍ଟର ମୃତ ,ଡ୍ରାଇଭର ଗୁରୁତର

କୋରାପୁଟ: ୨୬ ନଂ ଜାତୀୟ ରାଜପଥର ମାଳିପୁଟ ନିକଟରେ ବସ ଦୁର୍ଘଟଣା। କଣ୍ଡକ୍ଟରମୃତ ,ଡ୍ରାଇଭର ଗୁରୁତର । 8 ରୁଉର୍ଦ୍ଧ୍ବ ଯାତ୍ରୀ ଆହତ। କିଛି ଆହତକୁ କୁନ୍ଦୁଲି ମେଡିକାଲରେ ଭର୍ତି କରାଯାଇଛି ଓ ଗୁରୁତରଙ୍କୁ କୋରାପୁଟ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର ।

ଆନ୍ଧ୍ର ସରକାରୀ ବସଟି ବିଶାଖାପାଟନା ଅଭିମୁଖେ ଯାଉଥୁବାବେଳେ ମାଳିପୁଟ ନିକଟରେ ଗାଇକୁ ବଞ୍ଚାଇବାକୁ ଯାଇ ଗଛରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଉଧାର କରିବା ସହ ଆମ୍ବୁଲାନସ ଯୋଗେ କୋରାପୁଟ ସ୍ଥାନାନ୍ତର କରିଛି

Share this…
Share on Facebook

Facebook