ବାପା-ଝିଅ ଉପରେ ମଡ଼ାଇ ଦେଲା ଟ୍ରକ୍

ଅନୁଗୁଳ: ପାଲଲହଡ଼ା କଲାଣ୍ଡ ବି୍ରଜ ନିକଟରେ ଦୁର୍ଘଟଣା । ବାପା-ଝିଅ ଉପରେ ମଡ଼ାଇ ଦେଲା ଟ୍ରକ୍ । ଘଟଣାସ୍ଥଳରେ ବାପା ଓ ଝିଅର ମୃତ୍ୟୁ ହୋଇଥିବା ସୂଚନା ।

ମୃତକ ହେଲେ ସୁନିଲ କୁମାର ସାହୁ ଓ ସଙ୍ଗୀତା ସାହୁ । ଖମାର ଅଂଚଳରୁ କଣିହାଁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା । ଟ୍ରକ ଡ଼୍ରାଇଭରକୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକ ।

ଗାଡ଼ି ଜବତ, ଡ଼୍ରାଇଭର ଅଟକ, ପୋଲିସର ତଦନ୍ତ ଜାରି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲା । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Share this…
Share on Facebook

Facebook