ବିଷାକ୍ତ ଖାଦ୍ୟ ଖାଇ 6 ଗୁରୁତର

ବାଲେଶ୍ଵର ଜିଲ୍ଲା ରୂପସା ରେ ବିଷାକ୍ତ ଖାଦ୍ୟ ଖାଇ 6 ଗୁରୁତର । ଗୁରୁତରଙ୍କୁ ପ୍ରଥମେ ରୂପସା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର । ଘଟଣା ଅନୁସାରେ ରୂପସା ଯୋଗେନ୍ଦ୍ର ଆଞ୍ଚଳିକ କଲେଜ୍ ରେ ରହୁଥିବା ଛାତ୍ରୀ ମାନଙ୍କ ପାଇଁ ଅପରାହ୍ନ ରେ ଖାଦ୍ୟ ପ୍ରସ୍ତୁତି ହେଉଥିଲା । ଛାତ୍ରୀ ମାନେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ ।

ଫଳରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଛାତ୍ରୀ ଙ୍କ କହିବା କଥା ଡାଲି ରେ ରୋଷେୟା ଭୁଲ ରେ ଫିନାଇଲ ପକେଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରୀ ଙ୍କୁ ରୂପସା ସ୍ୱାସ୍ଥ୍ୟକେନ୍ଦ୍ର ପରେ ଚିକିତ୍ସା ପାଇଁ ବେଳେ 10ରୁଆଧିକ ଗୁରୁତର ଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ଜାରି ରହିଛି ।

ସୋର ରୁ ସରତ ନାୟକ ଙ୍କ ରିପୋର୍ଟ

Share this…
Share on Facebook

Facebook