ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀ

ମାହାଙ୍ଗା- କଟକ ପୂର୍ତ୍ତ ବିଭାଗ ୧ କନିଷ୍ଠ ଯନ୍ତ୍ରୀ ଧୃବାନନ୍ଦ ରାଉତ ଙ୍କ ପୈତୃକ ଗ୍ରାମ ମାହାଙ୍ଗା ପାଇକରାପୁର ପଞ୍ଚାୟତ ଚଂପତିପୁର ଗ୍ରାମର ର ଧୃବାନନ୍ଦ ରାଉତ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ l କଟକ ବଡ଼ମେଡ଼ିକାଲ ଏକ କାର୍ଯ୍ୟର ପାଇଁ ଜଣେ ଠିକାଦାର ଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ l ତେବେ ଏହି ଘଟଣା କୁ ନେଇ ଧ୍ରୁବା ନନ୍ଦ ରାଉତ ଙ୍କ ନିଜ ପୈତୃକ ଘରେ ଏକ ୪ ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରି ଜାରି ରଖିଛନ୍ତି।

Share this…
Share on Facebook

Facebook

Leave a Reply

Your email address will not be published.