ପୁଣି ବିବାଦରେ ସୋର ଉପ କାରାଗାର

ସୋର: ପୁଣି ବିବାଦରେ ସୋର ଉପ କାରାଗାର । କିଛି ମାସ ତଳେ ଜେଲ ଭିତରେ ଜଣେ ବିଚାରାଧୀନ କଏଦି ଆତ୍ମହତ୍ଯା କରିଥିବା ବେଳେ ପୁଣି ଆଜି ଆଉ ଜଣେ ବିଚାରାଧୀନ କଏଦି ଆତ୍ମହତ୍ଯା କରିବା ପାଇଁ ଉଦ୍ୟମ କରିଛନ୍ତି । କଏଦି ଜଣକ କାହିଁକି ଓ କଣ ଖାଇଥିବା ସ୍ପଷ୍ଟ ଜଣାପଡିନଥିବା ବେଳେ ଜେଲ୍ ରେ ବ୍ୟବହୃତ ହେଉଥିବା ବ୍ଲିଚିଂ ପାଉଡର ଖାଇ ଦେଇଥିବା ଜେଲ୍ କର୍ତ୍ତୃ ପକ୍ଷ କହିଛନ୍ତି । କଏଦି ଜଣକ ସୋର ପୌରପାଳିକା ଅଞ୍ଚଳର ନିର ଦଳେଇ ବୋଲି ଜଣାପଡିଛି । ଜେଲ୍ କର୍ତ୍ତୃପକ୍ଷ କଏଦି ଜଣକୁ ଗୁରୁତର ଅବସ୍ଥା ରେ ସୋର ଡାକ୍ତର ଖାନା କୁ ଆଣିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯଇଥିବା ସୁଚନା ମିଳିଛି ।

Share this…
Share on Facebook

Facebook

Leave a Reply

Your email address will not be published.