ତରାମାଳ ଗାଁରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା, ଗଜପତି ଜିଲ୍ଖା ମୋହନା ବ୍ଲକରେ 2ଦିନ ହେଲା କାଳବୈଶାଖିର ତାଣ୍ଡବ ତରାମାଳ ଗାଁରେ ବିରାଟକାୟ ଆମ୍ବଗଛ ପଡି ରାସ୍ତା ଅବରୋଧ ହୋଇଥିଲା ଖବର ପାଇ ମୋହନା ଅଗ୍ନିସମ ବିଭାଗ କର୍ମଚାରି ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇ ଥିତା.