କାଶୀନଗର:ରେ ଗତ 4 ଦିନ ହେଲା କାଳବୈଶାଖିର ତାଣ୍ଡବ ଗତ କାଲି କାଶୀନଗର, ନୂଆ ସାରା ଗ୍ରାମରେ ବଜ୍ରପାତରେ ୧୨ ଟି ମେଣ୍ଢା ମୃତ ଏ.ସନ୍ତୋଷ କୁମାର ମେଣ୍ଢା ଚରାଇବାପାଇଁ ଜାଇଥିବାବେଳ ବଜ୍ରପାତ ରେ 12ଟି ମେଣ୍ଢାର ମୃତ୍ଯୁ ହୋଇଥିଲା, ଖାଣ୍ଡବା ପଞ୍ଚାୟତ ର ସରପଞ୍ଚ ଘଟଣାସ୍ଥଲେ ପହଞ୍ଚି ଅନୁଧ୍ୟାନ କରିଥିଲେ. ଅନୁଦାନ ଦେବାପାଇଁ ସରକାରଙ୍କୁ ଅନୁରୋଧ କୋରିବା ସେ କହିଛନ୍ତି.