ଆଉ ୨ ଦିନ ପରେ ରାଜ୍ୟରେ ପୁଣି ବଢ଼ିବ ଶୀତ । ମାଣ୍ଡୋସ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ମେଘାଚ୍ଛନ୍ନ ରହିବା…
ପାଣିପାଗ
ରାଜ୍ୟର ୧୫ ଡିଗ୍ରୀ ତଳେ ୨୦ ସହର
ରାଜ୍ୟର ୨୦ସହର ୧୫ଡିଗ୍ରୀ ତଳେ ରହିଛି । ସିମିଳିଗୁଡାରେ ୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ତାରିଖରେ…
ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଥରିବ ଓଡ଼ିଶା।
ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଫୁଲବାଣୀରେ ୯.୫ ଡିଗ୍ରି…
ଆଜିର ରାଶିଫଳ…..ତା ୨୮/୧୧/୨୨(ସୋମବାର)
ମେଷ👉-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି…
ଆଜିଠାରୁ ରାତିରେ ବଢ଼ିବ ଶୀତ
ରାଜ୍ୟରେ ଆଜିଠାରୁ ଶୀତ ବଢ଼ିବ । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଦୁର୍ବଳ ଯୋଗୁ ସାମୁଦ୍ରିକ ବାୟୁର ପ୍ରଭାବ କମିବ । ଶୁଷ୍କତା…
ଆହୁରି ଥରିବ ଓଡ଼ିଶା;୫ ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି
କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ପାରଦ ୬.୪ ଡିଗ୍ରୀକୁ ଖସିଛି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି ରହିବ…
୧୨ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ
ଭୁବନେଶ୍ୱର : ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ତେବେ ୧୨ ତାରିଖ ପରଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ…
ରାଜ୍ୟରେ ଏଥର କମିବ ଶୀତ ।
ରାଜ୍ୟରେ ଏଥର କମିବ ଶୀତ । 👉🏿ଶୀତ ଋତୁରେ ବିଶ୍ୱ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। 👉🏿 ଫେବ୍ରୁଆରୀ ଯାଏ ତାପମାତ୍ରା…
ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା
ବାତ୍ୟା ‘ସିତ୍ରାଙ୍ଗ’ ଆଗାମୀ ୧୨ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା…
ମଙ୍ଗଳବାର ଆଂଶିକ ସୂର୍ଯ୍ୟପରାଗ ହେବ।
ମଙ୍ଗଳବାର ଆଂଶିକ ସୂର୍ଯ୍ୟପରାଗ ହେବ। ଅପରାହ୍ନ ୪ଟା ୫୬ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ। ଏହା ଭୁବନେଶ୍ୱରରେ ୨୦ ମିନିଟ ପାଇଁ…
ଆହୁରି ୨୪ଘଂଟା ବର୍ଷିବ
ଭୁବନେଶ୍ୱର; ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମଙ୍ଗଳବାର ଏବଂ ବୁଧବାର ଓଡିଶା ଉପରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା…
୪ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହି ବର୍ଷା ୩…