ସଇତାନ୍ ଶ୍ୱଶୁର କୁ ପିଶାଚୀନି ସ୍ତ୍ରୀ

ସଇତାନ୍ ଶ୍ୱଶୁର କୁ ପିଶାଚୀନି ସ୍ତ୍ରୀ,,,ବାପ , ଝିଅ ମିଶି ୨ ଟା ଛୋଟ ପିଲା ଙ୍କ‌ ଭବିଷ୍ୟତ କୁ ଅନ୍ଧାର କରି ସୁଧିର ବାବୁ ଙ୍କୁ କରିଦେଲେ ଦାଣ୍ଡର ଭିକାରୀ ,,,, ହୋ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟା ସତ ,
ଆପଣ ଥରେ ଭାବନ୍ତୁ ଗୋଟେ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ କେତେ ଯେ ପବିତ୍ର, ସ୍ଵାମୀ ଆଖି ଆଗରେ ସ୍ତ୍ରୀ ଏମିତି କଲେ କେହି ସ୍ବାମୀ ସହିପାରିବ ତ ଆଜ୍ଞା
ଏ ସବୁ ଦେଖି ଦେଖି ସୁଧିର ଏବେ ରୋଗାଗ୍ରସ୍ତ,,

ମୟୂରଭଞ୍ଚ ଜିଲ୍ଲା ବଡସାହି ଥାନl ଅନ୍ତରଗତ ଦେଉଲିଆ ରେ , ଘଟିଛି ଏଇଭଳି ଘଟଣା,କଥା ଆମେ କହୁନୁ କଥା କହୁଛି ତଳେ ଦିଆଯିବା ଫୋଟ, ଓ‌ ଭିଡିଓ,
ଜଣlଜାଏ ପ୍ରଶାନ୍ତ ବେହେରା ଙ୍କ ଝିଅ ଦେବୀ ଅର୍ଚ୍ଚନା ବେହେରା ଭଲ ପାଇ ଲୁଚି ଘରଛାଡି ପଳlଇ ଆସିଲେ ନୀଳଗିରି ସୁଧୀର ପାତ୍ର ପାଖକୁ, ବାପା ମାଆ ରାଜି ନୋଥିଲେ, ଦେବି ଅର୍ଚ୍ଚନା ଙ୍କ ର 2ଟି ପିଲା ଝିଅ 13 ବର୍ଷ, ପୁଅ 7ବର୍ଷ , ମୁଁ ଖୁଣ୍ଟା ରେ ଶିନିବସ ବେହେର। , ଘରେ ଭଡା ରହୁଥିଲେ, ତାଙ୍କର ପୁଅ ମାନସ ବେହେରା, ସେ ବିବାହ କରିଛନ୍ତି ତାଙ୍କର ଗୋଟେ ଝିଅ ଅଛି 9ବର୍ଷ ର ସେ ତାଙ୍କ ସ୍ତୀ, ଝିଅ କୁ ଘରୁ ବାହାର କରି ଦେଇଛନ୍ତି, ମାନସ ବେହେରା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରେ କର୍ମଚାରୀ, ମୁଁ ନଥିବା ସୋମୟରେ ମୋ ସ୍ତ୍ରୀ ,ମାନସ ବେହେରା ଙ୍କ ସହ ସାରିରୀକ ସମ୍ପଙ୍କ ରଖନ୍ତି, ମୁଁ ଏ ବିଷୟରେ ଜଣାଇଲି ଶାଶୁ ଶାନ୍ତିଲତା ଜେନା , ଶଶୁର, ପ୍ରଶାନ୍ତ ବେହେରା ଶଳା ଦେବଜତି ବେହେରା ଙ୍କୁ ପ୍ରମାଣ ଦେଲି, କିନ୍ତ୍ ସେମାନେ କିଛି ସମାଧାନ କଲେନାହି, ମୁ ଦୁଇ ପିଲା ଙ୍କୁ ସହ ନୀଳଗିରୀ ଆସିଥୀଲି , 3ଦିନ ପରେ ଖୁଣ୍ଟା ଜାଇ ଭଡlଘରେ ଦେଖିଲି ମୋର ଟିଭି,ଫ୍ରିଜ, ଓଷିଂଗ୍ ମେସିନ୍ , ବକ୍ସପତେନ ଖଟ, ଷ୍କୁଟି 2ଟା, ଗ୍ରାମ୍ୟ ବ୍ୟାଙ୍କ ରେ ଥିବା 2ଲାକ୍ଷ
ଟଙ୍କା , ସୁନା ଗହଣା 5ଲାକ୍ଷ ଟଙ୍କା ହେବ, ଟ୍ରକ, ବାଇକ୍, ଡେରସିଙ୍ଗ୍ ଟେବୁଲ, ଆଲାନା, ଏବଂ ବାରିପଦା ରେ ଥିବା 10ଡିସିମିଲ ଜାଗା ତା ଵାପ ଘର ଲୋକ ଙ୍କ ନାମ ରେ କରି ଦେଇଛି, ନୀଳଗିରି ରେ ଥିବା 5ଡିସିମିଲ ଜାଗା‌ କୁ ବିକ୍ରି ପାଇ ଲକୋ ପଠlଇଛି ମୁ ଆଇନ ର ଆଶ୍ରୟ ନେଇ ଛି, ପିଲା ଦୁଇ ଜଣଙ୍କୁ ନlୟ ମିଳୁ , ଏବଂ ମୋତେ ମୋ ଜମି ଜାଗା ଓ ଜିନସ୍ ପତ୍ର ମିଳୁ,
ଛୋଟ ପିଲା ୨ ଟି ଆଜ୍ଞା ସେ କଣ ଜାଣିଛନ୍ତି ଦେଶ , ଦୁନିଆ ବିଷୟରେ
ତାଙ୍କ ମା ପିଲା ୨ ଟିକୁ ବହୁତ ଡରାଇ ଧମକାଇ ,ମାଡ଼ ମାରି ଆଣି ବାପ ପାଖରେ ଛାଡିଛନ୍ତି,,,

( ୧ ) ଏଠି ପ୍ରଶ୍ନ ଉଠୁଛି ଯେ ଏବେ ପିଲା ୨ ଜଣ କରିବେ କ’ଣ,,
( ୨ )କିଏ ବୁଝିବ ସେମାନଙ୍କ କଥା,

( ୩ )ସୁଧିର ବାବୁ ନ୍ୟାୟ ପାଇବେତ,,

(୪) ନାଁ ପୁଣି ଆଗ ଭଳି ଖୁଣ୍ଟା ଥାନା ର I I C କିଛି ସମୟ ପରେ କେଶ୍ ଟି କୁ ପକାଇ ରଖିଦେବେ ,,,,

Share this…
Share on Facebook

Facebook