୧-ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ; ପାନୀୟ ଜଳ ଓ ସେତୁ ଭିତ୍ତିଭୂମିକୁ ୧୩୯୦ କୋଟି, ବେସରକାରୀ କଲେଜକୁ ଅନୁଦାନ ବୃଦ୍ଧି।
୨-ଜାମୁକୋଳି ଗୋଶାଳା ବୁଲିଲେ ନବୀନ,ଗାଈକୁ ପରିବା ଓ ଫଳ ଖୁଆଇଲେ, ବାଛୁରୀ ନାଁ ଦେଲେ କ୍ରୀଷ୍ଣା।
୩-ଆସନ୍ତା ୨୮ରୁ ଫେବୃଆରୀ ୧୦ ଯାଏଁ ଚାଲିବ ଖଣ୍ଡଗିରି ମେଳା, ଗୋଟିଏ ଦିନରେ ୫ଟି ଯାତ୍ରା ପାର୍ଟିକୁ ଅନୁମତି।
୪-ଆଜି ଭାରତ ପାଇଁ ନିର୍ଣ୍ଣାୟକ :କ୍ରସ ଓଭରରେ ଭେଟିବ ନ୍ୟୁଜଲାଣ୍ଡକୁ,ଜିତିଲେ କ୍ବାର୍ଟର ହାରିଲେ ବିଦା।
୫-ପରଜଙ୍ଗ:ଖାଲପାଲ ଗାଁର ଦୁଇ ଜୀବନ ନେଲା ହାତୀ, ଗାଁ ରେ ଉତ୍ତେଜନା, ଲୋକେ ଆତଙ୍କିତ।
୬-ଆଜି ମେଗା ଅଭିଭାବକ ସମ୍ମିଳନୀ, ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠିଛି କିସ୍ ପରିସର।
୭-ହାଇକୋର୍ଟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ମାମଲା । ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ।
୮-SCBରେ କରାଗଲା ବିରଳ ଅସ୍ତ୍ରୋପଚାର: ଗୋଡ଼ ଆଙ୍ଗୁଠିକୁ କାଟି ଲଗାଗଲା ହାତରେ।
୯-ଶ୍ରୀପଞ୍ଚମୀ ପୂର୍ବରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ, ନୟାଗଡ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ଯୋଗାଣ।
୧୦-ଦୁଇ ବର୍ଷ ପରେ ପାଳିତ ହେବ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ, ପରେଡ୍ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ।
୧୧-ଓବିସିର ୨୨ଟି ଜାତି SEBCକୁ ଆସିବା ନେଇ କ୍ୟାବିନେଟର ମଞ୍ଜୁରୀ।
୧୨-ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ।
୧୩-ସ୍ୱାମୀଙ୍କ ବିରୋଧରେ ଆଣିଥିବା ଅଭିଯୋଗରେ ମୁହଁ ଖୋଲିବେ ଶ୍ରୀୟା, ଆଜି ପୁରୀରେ ପ୍ରେସମିଟ୍ ଡାକିଛନ୍ତି।
୧୪-ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ 2 ଅଭିଯୁକ୍ତକୁ ଗିରଫ କରି କୌର୍ଟ ଚାଲାଣ କରିଛି ପୋଲିସ ।
୧୫-ନୂଆ ଦିଲ୍ଲୀ:ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ ରାଷ୍ଟ୍ରପତି ଫତହ ଅଲ-ସିସି, ରହିଛି ୭୫ ବର୍ଷର ରାଜନୈତିକ ସମ୍ପର୍କ।
୧୬-ଭୋପାଳ : ଚଳିତ ମାସ ୨୬ ତାରିଖ ସାଧାରଣତନ୍ତ୍ର ଦିବସରୁ ଶୁଭାରମ୍ଭ ହେବ ଭାରତ ବାୟୋଟେକ ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ(ନାସିକା) ଟିକା- ଇନ୍କୋ ଭ୍ୟାକ୍।
୧୭-ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ।
୧୮-ଲଣ୍ଡନ:ସିଟ୍ ବେଲ୍ଟ ପିନ୍ଧିନଥିବାରୁ ଜୋରିମାନା ଦେଲେ ଋଷି ସନକ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏