ବିଗତ କିଛି ବର୍ଷ ହେଲା ଲଗାତାର ଗଜପତି ଜିଲ୍ଲା ର ଗୁମ୍ମାବ୍ଲକ୍ ଏବଂ ନୂଆଗଡ ର କିଛି ଅଞ୍ଚଳ ରେ ବର୍ଷା ହେଲେ ଭୁଷ୍କଳନ ହଉଛି। ଯଦ୍ୱାରା ଅନେକ ଅଞ୍ଚଳ ବାସି ଙ୍କ ଅନେକ କ୍ଷୟ କ୍ଷତି ହେବା ଦେଖାଦେଇଛି।ଏଭଳି କି ଅନେକ ସମୟରେ ଭୁସ୍କଳନ ରେ ଲୋକ ଙ୍କ ଜୀବନ ହାନି ଘଟୁଥିବା ବେଳେ ଅନେକ ଗରୁ ଗାଈ ପଶୁପକ୍ଷୀ ଙ୍କ ଜୀବନ ଯାଉଥିବା ବେଳେ ସ୍ଥାନୀୟ ଅଧିବାସୀ ମାନଙ୍କୁ ପ୍ରତି ବିପଦ ମଧ୍ୟ ରହୁଚି ।ତେବେ ଏନେଇ ଗଜପତି ପାରଳା ବିଧାୟକ କେ ନାରାୟଣ ରାଓ ଏହାକୁ ନେଇ ଏସେମ୍ୱଲି ରେ ପ୍ରଶ୍ନ କରିବା ସହ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରି ଚୋନ୍ତି ।