ଧାମରା ନିକଟସ୍ଥ କରଂଜମାଳ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକି ଆରୋହିଙ୍କର ମୃତ୍ୟୁ ହୋଇଛି।ଆଜି ଅପରାହ୍ନ ୫ଟା ସମୟରେ ଜଣେ ଅଜଣା ବାଇକି ଚାଳକ ଧାମରା ଅଭିମୁଖେ ଆସୁଥିବା ବେଳେ ଧାମରାରୁ ଯାଉଥିବା ହାଇବା ଦ୍ରୁତଗତିରେ ଯାଇ ସଂପୃକ୍ତ ବାଇକ ଆରୋହିକୁ ସାମନାରୁ ଧକା ଦେଇଥିଲା,ଘଟଣା ସ୍ଥଳରେ ବାଇକ ଆରୋହି ମୃତ୍ୟ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ହାଇବା ଚାଳକ ଫେରାର ହୋଇଯାଇଥିବା ପ୍ରତକ୍ଷ ଦର୍ଶୀଙ୍କ ନିକଟରୁ ପ୍ରକାଶ।ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ବ୍ୟକ୍ତିଙ୍କ ଠିକଣା ଖୋଯିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି |
ରିପୋର୍ଟ ଦେଵକଣ୍ଟାମହାନ୍ତି
ଚାନ୍ଦବାଲି
Date-23//07//2022