ଚାନ୍ଦବାଲିରେ ବିଜେପି ପକ୍ଷରୁ ମତୋ ଓ ଚାନ୍ଦବାଲିରେ ରାଷ୍ଟ୍ରପତି ପାର୍ଥୀନୀ ଦ୍ରୋପଦୀ ମୁର୍ମୁ ଙ୍କ ପାଇଁ ବିଜୟ ଉତ୍ସବ ପାଳନ l

ନୂତନ ରାଷ୍ଟ୍ରପତିଙ୍କୁ ଚାନ୍ଦବାଲିରେ ବିଜେପି ଦଳ ପକ୍ଷରୁ ସ୍ବାଗତ ଜଣାଇ ଛନ୍ତି। ଉତ୍ସବର । ବାଣ ଫୁଟାଇ,ମିଠା ବାଣ୍ଟି ବିଜୟ ଉତ୍ସବ ପାଳିଲେ ଚାନ୍ଦବାଲି ବିଜେପି । ନିଜ ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ଝଅ ଦେଶର ପ୍ରଥମ ନାଗରିକ ଭାବେ ପାଇବା ପରେ ସାରା ରାଜ୍ୟ ଏବେ ଉତ୍ସବ ମୁଖର । କିଏ ଖୁସିରେ ବାଣ ଫୁଟାଉଛି ତ ଆଉ କିଏ ମିଠା ବାଣ୍ଟୁଛି, ଏଥିନେଇ ଚାନ୍ଦବାଲି ବ୍ଲକ ମତୋ ଓ ଚାନ୍ଦବାଲି ରେ ବିଜେପି ଦଳର କର୍ମୀ ମନେ ଉତ୍ସବ ପାଳନ କରିବା ସହ ବହୁ ରଙ୍ଗ ବେରଙ୍ଗ ବାଣ ଫୁଟାଇ ସହରକୁ ଉତ୍ସବ ମୁଖର କରିଥିଲେ l

Share this…
Share on Facebook

Facebook