୪୨ ଗ୍ରାମ ଧଳା ଜହର ସହ ଜଣେ ଗିରଫ।

କିଛି ଦିନ ବ୍ୟବଧାନ ପରେ ପୁଣି ଆଜି ତାଳଚେର କଲିୟରି ଥାନା ପୋଲିସ ଚଢ଼ାଉ ଜାରି ରଖିଥିବା ବେଳେ ଦେଉଳବେଡ଼ା କଲୋନୀ ନିକଟରୁ ଜଣଙ୍କୁ ଗିରଫ କରିବା ସହିତ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଜିତେନ୍ଦ୍ର ସାମଲ ନାମକ ଯୁବକ ଙ୍କ ଠାରୁ ଏହି ଧଳା ଜହର ଜବତ କରିବା ସହ ଜିତେନ୍ଦ୍ର କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Share this…
Share on Facebook

Facebook