ରାସ୍ତା କଡ଼ରେ ବାଇକ ରଖି ନଦୀକୁ ଡେଇଁଲେ ବ୍ୟକ୍ତି ।

ବାଲେଶ୍ୱର ଜିଲ୍ଲା ଟାଉନ ଥାନା ବୁଢ଼ାବଳଙ୍ଗ ନଦୀ ର ବାଲିଘାଟ ପୋଲ ଉପରୁ ଡେଇଁଛନ୍ତି ବ୍ୟକ୍ତି ଜଣକ । ବ୍ୟକ୍ତି ଜଣଙ୍କର ନାମ ବସନ୍ତ ବେହେରା ହୋଇଥିବା ବେଳେ ସେ ଦହିବରା ବ୍ୟବସାୟ କରିଛନ୍ତି । ଘର ବଡ଼ ବଇଁଚା ହୋଇଥିବା ବେଳେ ସେ କାହିଁକି ନଦୀକୁ ଡେଇଁଲେ ତାହା ଜଣା ପଡିନି । ତେବେ ଖବର ପାଇ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଥିବା ବେଳେ ଏଯାଏଁ ବ୍ୟକ୍ତିଙ୍କ ପତା ମିଳିନି।

Share this…
Share on Facebook

Facebook