୨-ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ।
୩-ରାୟଗଡ଼ା ଜିଲ୍ଲା କାଶୀପୁରରେ କଲେରା ବା ହଇଜା ସଂକ୍ରମଣ ଚିହ୍ନଟ ହୋଇଛି ବୋଲି ସ୍ବଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
୪-ମୋକିମ୍ଙ୍କ କ୍ରସ୍ ଭୋଟିଂକୁ ପିସିସି ସଭାପତିଙ୍କ ନିନ୍ଦା, କହିଲେ ହାଇକମାଣ୍ଡକୁ କରାଯାଇଛି ଅବଗତ
୫-କୋଲକାତାରେ ‘ସହିଦ ଦିବସ’ ପାଇଁ ମଞ୍ଚ ପ୍ରସ୍ତୁତ, ୨୦୨୪ ପାଇଁ ହୁଙ୍କାର ଭରିବେ ମମତା ବାନାର୍ଜୀ ।
୬-ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଓ୍ଵେଷ୍ଟଇଣ୍ଡିଜ ପହଞ୍ଚିଲା ଟିମ୍ ଇଣ୍ଡିଆ, ଜୁଲାଇ ୨୨ରେ ପ୍ରଥମ ମ୍ୟାଚ୍ ।
୭-ଚତୁର୍ଥ ରାଉଣ୍ଡରେ ଆଗରେ ଋଷି ସୁନକ୍, ହେବେ ଆଗାମୀ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ !
୮-ଫୋନ୍ ଟେପିଙ୍ଗ ମାମଲା: ଇଡି ଦ୍ୱାରା ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଗିରଫ ।
୯-ପଦ୍ମଶ୍ରୀ ଡ.ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ନିଷ୍ପତ୍ତି
୧୦-୭୮ ୟୁଟ୍ୟୁବ ଚ୍ୟାନେଲ ଏବଂ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ ।
୧୧-ସିଧାସଳଖ ନିଯୁକ୍ତ ଡିଏସ୍ପିଙ୍କୁ ପଦୋନ୍ନତି ପ୍ରସଙ୍ଗ: ନିଷ୍ପତ୍ତି ନେବାକୁ ଗୃହ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୧୨-ପାଇକ ବିଦ୍ରୋହକୁ ମହିମାନ୍ବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଦ୍ୟମ କରୁଛନ୍ତି: ଧର୍ମେନ୍ଦ୍ର ।
୧୩-କନ୍ଧମାଳ ରେ ଏସଓଜି ଓ ଡ଼ିଭିଏଫ ଯବାନ ଙ୍କ ମିଳିତ କମ୍ବିଙ୍ଗ ଅପେରସନ : ବହୁ ମାଓ ସାମଗ୍ରୀ ଜବତ ।
୧୪-ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କୁ ହେପାଜତରେ ନେଲା ଗୁଜରାଟ୍ ପୋଲିସ, ଅମିତ୍ ଶାହଙ୍କ ଉପରେ କରିଥିଲେ ବିବାଦୀୟ ଟୁଇଟ୍ ।
୧୫-ଅଗଷ୍ଟ ୫ ତାରିଖ ସୁଦ୍ଧା ରାଜ୍ୟର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଜୋତା ଓ ପୋଷାକ, OSEPA ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।
୧୬-ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି: ମହାରାଷ୍ଟ୍ରରେ ବିଦ୍ରୋହୀ ହେଲେଣି ଉଦ୍ଧବ ଗୋଷ୍ଠୀର ସାଂସଦ ।
୧୭-୨୪ ଘଣ୍ଟିଆ ରାସନ ପାଇବେ ରାଜ୍ୟବାସୀ: ରାଜ୍ୟ ସରକାର ପ୍ରଚଳନ କରିବେ ‘Any Time Grain’ ବ୍ୟବସ୍ଥା ।
୧୮-ଡାଲି, ଚାଉଳ, ଦହି, ଲସି ଉପରେ କାହିଁକି ଲାଗିଲା ୫ ପ୍ରତିଶତ ଜିଏସଟି: ଲଗାତର ୧୪ଟି ଟ୍ୱିଟ୍ କରି ସଫେଇ ଦେଲେ ଅର୍ଥମନ୍ତ୍ରୀ ।
୧୯-ଆଗାମୀ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ +୨ ରେ ୧୦୦ ପ୍ରତିଶତ ସିଲାବସରେ ହେବ ପାଠପଢ଼ା ।
*ଶୁଭ ସକାଳ,ସୁପ୍ରଭାତ*