ରିଲ କରିବା ମହଙ୍ଗା ପଡ଼ିଲାକି ଜୟନ୍ତୀ ଙ୍କର ପରିବାର ଲୋକ ଅଭିଯୋଗ ଅନୁଯାୟୀ ଜୟନ୍ତୀ ରିଲ କରୁଥିବାରୁ ଜୟନ୍ତୀ ଶଶୁର ଘର ଲୋକ ମାଧ୍ୟରେ ଅଶାନ୍ତି ଲାଗିରହିଥିଲା ।ଯାହାକୁ ନେଇ ନେଇ ଜୟନ୍ତୀ ଦୁଚିତାରେ ରହୁଥିଲେ । ଜୀବନର ସବୁଠୁ ବଡ଼ ଗୁରୁ ହେଉଛି ସମୟ। କାହିଁକି ନା ସମୟ ଯାହା ଆମକୁ ଶିଖାଇଥାଏ ତା କୌଣସି ବହି ଶିଖାଇନଥାଏ। ସେହି ମହିଳା ଜଣକ insta ରେ ପୋଷ୍ଟର କମେଣ୍ଟରେ କାଲି ହୁଏତ ମୁଁ ଥିବି ନଥିବି ହେଲେ ମନେ ରଖିବ ଗତରାତିରେ ଏଭଳି ଏକ ପୋଷ୍ଟ କରିଥିବା ମହିଳାଙ୍କ ସକାଳକୁ ପୋଖରୀରୁ ଶବ ଉଦ୍ଧାର ହେଲା । ଇନଷ୍ଟାଗ୍ରାମରେ ଶେଷ ରିଲ ଭିଡିଓରେ ସମୟ ବଡ ବଳବାନ କହୁଥିବା ମହିଳାଙ୍କ ପୋଖରୀରୁ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ। ଆଜି ସକାଳୁ ସେହି ମହିଳାଙ୍କ ଶବ ପୋଖରୀରୁ ବାହାରିବl ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ସ୍ଥାନୀୟ ଅଞ୍ଚଳରେ ।