ଅନଲାଇନରେ ପ୍ରେମ ଅଫଲାଇନରେସେକ୍ସ ହୋଟେଲ ନେଲା ସେକ୍ସ କଲା ଟଙ୍କା ନେବା ପରେ ଭୂଲିଗଲା।

ପୁଣି ସାମ୍ନାକୁ ଆସିଲା ଧୋକାବାଜ୍ ପ୍ରେମିକର ପ୍ରତାରଣାର ପ୍ରେମ କାହାଣୀ। ବଲାଙ୍ଗୀରିର ମହିଳା ସୁଶ୍ଚିସ୍ମିତାକୁ ପ୍ରେମକରି ଠକି ଦେଲେ ଚାନ୍ଦବାଲି ଅଞ୍ଚଳର ଜିତୁ ମହାଳିକ। ଜିତୁ ଏବଂ ସୁଶ୍ଚିସ୍ମିତାଙ୍କ ମଧ୍ୟରେ ପ୍ରଥମେ ସେୟାର ଚାଟ୍ ରେ କଥା ବାର୍ତା ଆରମ୍ଭ ଏବଂ ପରେ ଭୁବନେଶ୍ୱରରେ ଦେଖା ତାପରେ ଦୁହିଁଙ୍କ ମଧ୍ୟରେ ଗଢିଉଠିଲା ପ୍ରେମ ସମ୍ପର୍କ। ଜିତୁ ସୁଶ୍ଚିସ୍ମିତାଙ୍କୁ ମିଠା ମିଠା କଥା କହି ତାଙ୍କ ମନରେ ତିଆରି କଲା ବିଶ୍ୱାସ । ପରେ ଜିତୁ ସୁଶ୍ଚିସ୍ମିତାଙ୍କୁ ମନ୍ଦିରରେ ଵିଵାହ କରି ଭଡା ଘରେ ଦୀର୍ଘଦିନ ଧରି ରହିଆସୁଥିଲେ। ସୁଶ୍ଚିସ୍ମିତା ଏକ କମ୍ପାନୀରେ କାର୍ଯ୍ୟ କରୁଥିବାରୁ ଜିତୁ ଉକ୍ତ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ଟଙ୍କା ହଡ଼ପ କରିବା ପାଇଁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ସୁଶ୍ଚିସ୍ମିତାଙ୍କୁ ବିବାହ କରିବା ପରେ ବିଭିନ୍ନ ଆଳରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। କିଛି ଦିନ ଏକାଠି ରହିବା ପରେ ଘରେ କାମ ଅଛି କହି ପ୍ରଥମ ସ୍ତ୍ରୀକୁ ଭଡ଼ା ଘରେ ଛାଡି ଗାଁକୁ ଆସିଥିଲେ ଜିତୁ। କିନ୍ତୁ ଗାଁକୁ ଆସିବା ପରେ ପୁଣି ଦ୍ୱିତୀୟ ବିବାହ କରି ପ୍ରଥମ ସ୍ତ୍ରୀକୁ ଠକିଦେଲେ ଜିତୁ। ଯାହାକୁ ନେଇ ଏବେ ଥାନାରେ ପହଞ୍ଚିଛନ୍ତି ପ୍ରଥମ ସ୍ତ୍ରୀ ସୁଶ୍ଚିସ୍ମିତା । ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ପୁଣି ଯୋଡ଼ି ହେଉଛି ନା ସମ୍ପକରେ ପଡୁଛି ପୂର୍ଣ୍ଣ ଛେଦ।

Share this…
Share on Facebook

Facebook