ଆଶଙ୍କା ହେଲା ସତ । ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ଆଜି ବୁଡ଼ି ଯାଇଥିବା ପାଣି ପୁରୁଣା ମୋଟୁ ଗ୍ରାମ ବୁଡି ସାରିଲାଣି। ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି। ସେପଟେ ପୋଲାଭରମ ପ୍ରକଳ୍ପ ନିର୍ମାଣ ପୂର୍ବରୁ ମାଲକାନଗିରି ମୋଟୁ ବାସୀ ଦେଖିଲେ ବନ୍ୟା ର ଟ୍ରେଲର୍ ।