ଦୟାଣା ମଳ. ଓ ଚୂଳ ସେବା

ପୁରୀ ଶ୍ରୀ ଜଗନାଥ ଙ୍କ ଦୟାଣା ମଳ ଓ ଚୂଳ ସେବା ରେ ନିଯୁକ୍ତ ଶ୍ରୀ ଲଷ୍ମୀଧର ରଣା ଓ ତାଙ୍କର ସେବାୟତ ବୃନ୍ଦ ଦୟାଣା ମଳ ଓ ଚୂଳ ସେବା ପାଳିଆ ମାନଙ୍କ ସେବା ରେ ହୋଇଥାଏ ଅନୁଷ୍ଠାନର ସମସ୍ତ କର୍ମକର୍ତା କପସ୍ଥିତ ରହି ରଣା ନିଯୋଗ ର କର୍ମ କର୍ତମାନେ ଏହି କାର୍ଯ୍ୟ କୁ ସମ୍ପୂର୍ଣ କରିଥାନ୍ତି ରଥ ଯାତ୍ରା ରେ ମହାପ୍ରଭୁଙ୍କ ପାଇଁ ଅତି ସୁନ୍ଦର ଭାବରେ ଚୂଳ ସଜେଇଥାନ୍ତି ରଣା ପରିବାର ଏଥିରେ ରଜନୀ ଗାନ୍ଧା,ପଦ୍ମଫୁଲ, ତୁଳସୀ, ଗେଣ୍ଡୁ ଫୁଲ, ମଲି ଓ ସବା ଶେଷରେ ଚୂଳ ଦୁବରେ ,ହୋଇଥାଏ, ଏହା ବର୍ଷକୁ ମାତ୍ର 4ଥର ସେବା ହୋଇଥାଏ ଶ୍ରୀ ମହାପ୍ରଭୁଙ୍କଠାରେ ଏହି ସେବାକୁ ରଣା ପରିବାର ଓ ମହାସଂଘ ର କର୍ମ କର୍ତା ମାନେ ନିଷ୍ଠା ର ସାହପାଳନ କରିଥାନ୍ତି ବାଲି ସାହି ର ଲଷ୍ମୀନ୍ଧର ରଣା ପରିବାର ଏ ସେବା ରେ ନିୟୋଜିତ ଅଛନ୍ତି ଶ୍ରୀ ଜଗନାଥ ମହାପ୍ରଭୁ. ଭାଇ ବଳଭଦ୍ର. ଭଉଣୀ ସୁଭଦ୍ରା ଙ୍କ ପାଇଁ ଚୂଳ ବନେଇବା ସାହଶ୍ରୀ ମନ୍ଦିର କୁ ନିୟନ୍ତି ତାପରେ ରଥ କୁ ନେଇ ଭେଷ କରନ୍ତି ଏହି ପରିବାର ଓ ମହାସଂଘ ର ପରିବାର ଏ ସେବାରେ ବହୁତ ବର୍ଷଧରି ସେବା କରି ଆସୁଛନ୍ତି ମହାପ୍ରଭୁ ଙ୍କ ନିମନ୍ତେ MPX TV Multilingual Entertainment Program | #Odisha #OdishaNews #mpxtv #OdishaLatestNews #mpxtvodisha #mpxtvchannel #latestnews #mpxnews #srimandira #srijagannatha #Puri #Dayanamala #odishareporter

Share this…
Share on Facebook

Facebook