ଦୀର୍ଘ 12-15 ବର୍ଷ ହେଲା କାମ କରୁଥିବା ଠିକାଶ୍ରମିକ ମାନଙ୍କୁ ଟାଟା କର୍ତ୍ତୃପକ୍ଷ ନୀଳାଚଳ କୁ ଅଧିଗ୍ରହଣ କରିବା ପରେ ଅଣଦେଖା କରୁଛି ।ପୁନଃ ଠିକା ଶ୍ରମିକ ମାନଙ୍କୁ ନିଯୁକ୍ତି ନଦେଇ ବାହାର ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବାରୁ ଏଭଳି ଧାରଣା ଦେଖିବାକୁ ମିଳିଛି ।ପରମାନେଟ ଚାକିରୀ କରିଥିବା ଅଧିକାରୀ ମାନଙ୍କୁ ଟାଟା ସ୍ୱାଗତ କରିଥିବାବେଳେ,ଠିକା ଶ୍ରମିକ ମାନଙ୍କୁ ଅଣଦେଖା କରୁଥିବାରୁ କଳିଙ୍ଗନଗର ମଜୁଡୁର ସଙ୍ଘ ପକ୍ଷରୁ ଏଭଳି ଧାରଣା ଦିଆଯାଇଛି ।କୋୖଣସି ଅପ୍ରୀତିକର ପରିସ୍ଥିତି କୁ ନଜରରେ ରଖି କଳିଙ୍ଗନଗରପୋଲିସ
ମୁତୟନ ଦେଖିବାକୁ ମିଳିଛି ।ଆଗାମୀ ଦିନରେ ଟାଟା କର୍ତ୍ତୃପକ୍ଷ ଠିକା ଶ୍ରମିକ ମାନଙ୍କୁ, ପୁନଃ ନିଯୁକି,ବେକାୟ ପାଉଣା ଦେବାପାଇଁ ଶ୍ରମିକମାନେ ଦାବି କରୁଛନ୍ତି