ଆଜି ପୁରିଜିଲାର ମୁଖ୍ୟ ଡାକଘର ପରିସରରେ ପୁରିଜିଲା ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଶ୍ରୀମନ୍ଦିର ର ଦଇତାପତି ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ଓ ମୁଖ୍ୟ ଡାକଘର ର ମୁଖ୍ୟ ନିର୍ଦ୍ଦେଶକ ବିପିନ ବିହାରୀ ମହାନ୍ତି ଏହି ଡାକ ଟିକେଟ ସୁଭଉଦ୍ଘାଟନ କରି ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଭବାନୀ ଶଙ୍କର ମିଶ୍ର ପରିଚାଳନା କରିଥିଲେ।