ବିଡିଓ ଙ୍କ ପାଖକୁ ଆସିଥିଲେ ଅଭିଯୋଗ କରିବାକୁ ହେଲେ କିଛି କୁଜିନେତାଙ୍କ ଗୁଣ୍ଡଗିରି କରେଇ ଦେଲେନି ଅଭିଯୋଗ
ସମସ୍ତଙ୍କ ଉପସ୍ଥିତ ରେ ଠେଲା ପେଲା
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ପଲେଇ ପଞ୍ଚାୟତ ରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି. କାଜିପୁର ୬ ନମ୍ବର ୱାର୍ଡ଼ ର ଅଧିବାସୀ ବିଡ଼ିଓ, ଓ ବ୍ଲକ ଉପାଧ୍ୟକ୍ଷ ଙ୍କ ନିକଟ ରେ ତାଙ୍କ ୱାର୍ଡ଼ ର ଏକ ରାସ୍ତା ନିର୍ମାଣ ନେଇ ଅଭିଯୋଗ କରିବାକୁ ଆସିଥିବା ବେଳେ ୫ ନମ୍ବର ୱାର୍ଡ଼ ର ଅଧିବାସୀ ଙ୍କ ସହ ହୋଇଥିଲା ମାଡ ଗୋଳ. ଅଭିଯୋଗ ଶୁଣାଣି କକ୍ଷ ବିଡ଼ିଓ ଙ୍କ ଉପସ୍ଥିତି ରେ ଏଭଳି ବଚଶା ଦେଖିବାକୁ ମିଳିଥିଲା

Share this…
Share on Facebook

Facebook