ପବିତ୍ର ରଥ ଯାତ୍ରା ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରିୟ ବ୍ରହ୍ମକମଳ ଫୁଲ ଭକ୍ତ ଯୋଗେନ୍ଦ୍ର ସାହୁ ଙ୍କ ଅନୁଗୁଳ, ବନ୍ତଳା ବାସ ଭବନରେ ଫୁଟିବା ଏକ ଆଶ୍ଚର୍ଯ୍ୟର କଥା ପରିବାର ଲୋକେ କହନ୍ତି ଯେ ସ୍ୱୟଂ ପ୍ରଭୁଙ୍କ ଆଶୀର୍ବାଦ ମିଳିଛି | ବ୍ରହ୍ମ କୋମଳ ଫୁଲ ଦେଖିବା ପାଇଁ ଗାଁଲୋକ ଯୋଗେନ୍ଦ୍ର ସାହୁଙ୍କ ଘରେ ଧାଡି ଲଗେଛନ୍ତି |