ପୁରୀ.6ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ରତ୍ନ ବେଦୀରୁ ଓଲ୍ଲାଇ ରଥରେ ବସି ଜନ୍ମ ବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧା ବିଗ୍ରହ ଏଥିପାଇଁ ଚାଲିଛି ରଥ କାର୍ଯ୍ୟ ଶ୍ରୀ ମନ୍ଦିର ପ୍ରଶାସନ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରୁଥିବା ବେଳେ ରଥ ଖଳରେ ମହାରଣା ଭୋଇ ସେବକ ଙ୍କ ମଧ୍ୟରେ ତତ୍ପରତା ଦେଖା ଯାଇଛି କିଭଳି ବିଶ୍ୱନିୟନ୍ତା ଙ୍କ ରଥ ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷ ହେବ ତାହାଉପରେ ସମସ୍ତଙ୍କର ନଜର ତିନି ରଥର 12ଟି ଦ୍ୱାର ବେଢା ଉଠାଇବା ବେଳେ 42ଟି ନାଟ ଗୋଡ ମଦ୍ୟ ଉଠିଛି ରଥ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବସିଥିବା ବେଳେ. ପ୍ରଭା କାର୍ଯ୍ୟ ଶେଷ ହୋଇଛି ସେହିପରି
ହଂସ ପଟା ଶୁଆ ପାର୍ଷ ଦେବତା ଙ୍କର ମୂର୍ତ୍ତି ସବୁ ଚିତ୍ର କର ମାନଙ୍କ ଦ୍ୱାରା ଚଳ ଚଞ୍ଚଳ ହୋଇଛି